Aminilu Ray
Literary Captain
AUTHOR OF THE YEAR 2020 - NOMINEE
98
Posts
151
Followers
1
Following
ଶିକ୍ଷାଗତ ଯୋଗ୍ୟତା - ବି.ଏସ୍.ସି , ଡିପ୍ଳୋମା ,
ପି.ଜି.ଡି.ସି.ଏ ( କଂପ୍ୟୁଟର ), ଓଡିଆରେ
ଡି.ଟି.ପି ।
ଋଚି - ସାହିତ୍ୟ ପତ୍ର ପତ୍ରିକା ପଢିବା, ନୀୟମିତ ଗଳ୍ପ ଓ
ପ୍ରବନ୍ଧ ଲେଖିବା ଇତ୍ୟାଦି ।
୧୧. ସାହିତ୍ୟିକ ପୁରସ୍କାର - ବି.ଏସ୍.ସି ପଢୁଥିବାବେଳେ ସାଇନ୍ସ
ସୋସାଇଟ୍... Read more
ଶିକ୍ଷାଗତ ଯୋଗ୍ୟତା - ବି.ଏସ୍.ସି , ଡିପ୍ଳୋମା ,
ପି.ଜି.ଡି.ସି.ଏ ( କଂପ୍ୟୁଟର ), ଓଡିଆରେ
ଡି.ଟି.ପି ।
ଋଚି - ସାହିତ୍ୟ ପତ୍ର ପତ୍ରିକା ପଢିବା, ନୀୟମିତ ଗଳ୍ପ ଓ
ପ୍ରବନ୍ଧ ଲେଖିବା ଇତ୍ୟାଦି ।
୧୧. ସାହିତ୍ୟିକ ପୁରସ୍କାର - ବି.ଏସ୍.ସି ପଢୁଥିବାବେଳେ ସାଇନ୍ସ
ସୋସାଇଟ୍ ତରଫରୁ ହୋଇଥିବା ତର୍କ ପ୍ରତିଯାଗିତା- “ଭାରତରେ କଂପ୍ୟୁଟରର ପ୍ରଚଳନ” ରେ ୨ୟ ସ୍ଥାନ ସହ ପ୍ରମାଣପତ୍ର ଓ ପୁରସ୍କାର ପାଇବା ତଥା ପି.ଜି.ଡି.ସି.ଏ ସମୟରେ ଆସେଟ୍ ଇଂଟର୍ନେସ୍ନାଲ୍ର ବାର୍ଷିକ ଉତ୍ସବରେ ସହିଦ୍ ଭବନ, କଟକଠାରେ ଆୟୋଜିତ ଏକକ ଅଭିନୟ “(ହେରୋଇନ୍ ହିରୋଇନ୍)” ରେ ପୁରସ୍କୃତ ହେବା ।
ସାହିତ୍ୟିକ କାର୍ଯ୍ୟକଳାପ -
୧. କପିଳ ଚରଣ ଉଚ୍ଚ ବିଦ୍ୟାଳୟ, ମଲ୍ଲୀପୁରରେ ଅଧ୍ୟୟନ ସମୟରେ ବିଭିନ୍ନ ସାହିତ୍ୟ ପତ୍ର ପତ୍ରିକାରେ ଶିଶୁ ଓ କିଶୋର ସାହିତ୍ୟ ପ୍ରକାଶନ କରିବା । ୨. ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ ଗଳ୍ପ , ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଲେଖନୀ ଚାଳନା କରିବା । ୩ . ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ପତ୍ର ପତ୍ରିକା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିବା । ୪.ଗତ ୨୦୧୫, ନଭେମ୍ବରରୁ ଏଯାବତ୍ ଦୈନିକ ବିଭିନ୍ନ ଖବରକାଗଜ ତଥା ସାପ୍ତାହିକ ପତ୍ରିକାରେ ଶତାଧିକ ଗଳ୍ପ ଓ ପ୍ରବନ୍ଧ ପ୍ରକାଶିତ ହେବା । ୫ . ଦୈନିକ ଖବରକାଗଜ ଯଥା –ସମାଜ, ସମାଜ(ସାପ୍ତାହିକୀ), ସଂବାଦ, ଧରିତ୍ରୀ, ସମୟ, ସୂର୍ଯ୍ୟପ୍ରଭା, ଅନୁପମ ଭାରତ, ଦୁର୍ମୁଖ, ଏକମାତ୍ର, ଟର୍ଚ୍ଚ ବ୍ୟାରିୟର୍, ଓଡିଶା ମତ, ମାତୃଭାଷା, ନିର୍ଭୟ, ଅମୃତ ଦୁନିଆ, ଶୃତି, ଓଡିଶା ଭାସ୍କର, ପ୍ରଜାତନ୍ତ୍ର, ପ୍ରଜାତନ୍ତ୍ର ସାପ୍ତାହିକୀ, ପ୍ରତିଦିନ, ଦିନଲିପି, ମନ୍ଥନ, ସଂଚାର, ଉକ୍ରଳ ମେଲ୍, ସଂବାଦ କଳିକା, ନକ୍ଷତ୍ର ଜ୍ୟୋତି, ଦର୍ଶନ, ଓଡିଶା ଏକ୍ସପ୍ରେସ, ସର୍ବସାଧାରଣ, କ୍ରାନ୍ତିଧାରା, ଆଜିକାଲି, ପ୍ରଭାରୀ, ତ୍ରିନେତ୍ର, କୃଷକ ସମ୍ବାଦ, ସକାଳ ସାଥୀ ଇତ୍ୟାଦିରେ ମୋର ଗଳ୍ପ ଓ ପ୍ରବନ୍ଧଗୁଡିକ ସ୍ଥାନ ପାଇବା । ପୁନଶ୍ଚ ଓଡିଆ ମାଗାଜିନ୍ ଯଥା - ଉକ୍ରଳ ପ୍ରସଙ୍ଗ, କଥା ଓ କଥାକାର, ପ୍ରତିଭା ଦର୍ପଣ, ଆଇନା, କଥା କଳିକା, ନନ୍ଦିକା ଇତ୍ୟାଦିରେ ଗଳ୍ପ ଓ ପ୍ରବନ୍ଧମାନ ପ୍ରକାଶିତ ହେବା ।
୧୩. ସାହିତ୍ୟିକ ସମ୍ମାନ -
ଓଡିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ପ୍ରକାଶିତ ରାଜ୍ୟ ସ୍ତରୀୟ ଗଳ୍ପ ସଂକଳନ-୨୦୧୬ ଓ ୨୦୧୭ ‘କଥା ଓ କଥାକାର’ ରେ ପ୍ରକାଶିତ ଗଳ୍ପ ‘ଶ୍ୱାସରୁଦ୍ଧ ସହର’ ଓ ‘ମଧ୍ୟସ୍ଥି’ ରେ ପ୍ରମାଣ ପତ୍ର ତଥା ଦୂର୍ଗାପୂଜା ବିଶେଷାଙ୍କ- ୨୦୧୬ ଓ ୨୦୧୮ ‘ପ୍ରତିଭା ଦର୍ପଣ’ରେ ପ୍ରକାଶିତ ପ୍ରବନ୍ଧରେ ମଧ୍ୟ ପ୍ରଶଂସିତ ଓ ସମ୍ମାନିତ ହୋଇଅଛି ।
Read less
Share with friends