Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ଅସଲ ଗଣିତ ଏ...

ଅସଲ ଗଣିତ ଏ ମାନ ଅଭିମାନ ଭାଗଶେଷ ରହେ ଶୁନ ମାନେଇ ପାରିଲେ ହୁଏ ହିସାବ ସମାନ ନ ପାରିଲେ ଆଉ ଗୁଣୁ ।। ମାନେଇବା ଟା ମାନସାଙ୍କ ସୂତ୍ର ମଧୁର କଥା ରେ ହୁଏ ସମାଧାନ, ସମିକରଣର ସରଳ ସୂତ୍ର ଟା ପ୍ରେମୀକେ ପ୍ରେମ କାବ୍ୟ ପଢି ଜାଣ ।। @ଶ୍ରୀୟାକାନ୍ତ ପଟ୍ଟନାୟକ

By Sriya Pattnaik
 369


More oriya quote from Sriya Pattnaik
17 Likes   0 Comments
31 Likes   0 Comments
11 Likes   3 Comments
1 Likes   0 Comments

Similar oriya quote from Abstract