Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ଶେଷ...

ଶେଷ ଇଚ୍ଛା ଅସରନ୍ତି ଆଶା ଅସରନ୍ତି ଇଚ୍ଛା ଏ ମନରେ ଆସେ ବାରବାର, ତଥାପି କାଳିଆ କାଣିଚାଏ ଦୟା କରି ପାଦେ ସ୍ଥାନ ଦେଉ ତାହାର। ଦେବଦାସୀ ଟିଏ ହୋଇ ତା ପାଖରେ ଗାଇ ତା ମନ ଜିଣିବି, ହୃଦେ ତା ରୂପକୁ ତୁଣ୍ଡେ ତା ନାମକୁ ଧରି ମୋ ଦିନ କାଟିବି। ପ୍ରଣତି ମହାପାତ୍ର ବାଲେଶ୍ଵର

By Pranati Mahapatra
 86


More oriya quote from Pranati Mahapatra
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract