Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
ଶୁଣ ସୁଜ୍ଞଜନ...

ଶୁଣ ସୁଜ୍ଞଜନ ଆହେ ଦେଇ ମନ କର୍ଣ୍ଣ କରୋନା ମହାମାରି ବିଷୟରେ ଜାଣ । ଏହାକୁ କେବେ ହେଲେ ହେୟ ନ ଭାବିବ ନିଜ ହାତ ସଫା ରଖି ଅନ୍ୟକୁ କହିବ । ସାମାଜିକ ଦୂରତାକୁ ବଜାୟ ରଖିବ ସରକାରୀ ନିୟମ କୁ ଅକ୍ଷରେ ପାଳିବ । ଟାଣିଥିବା ଲକ୍ଷ୍ମଣ ରେଖା କେବେ ନ ଡେଇଁବ ତେବେ ସିନା ମହାମାରି ପାଖ ଛାଡିଯିବ । -: ଶିବ ପ୍ରସାଦ ତ୍ରିପାଠୀ :-

By Dr. Shiba Prasad Tripathy
 56


More oriya quote from Dr. Shiba Prasad Tripathy
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Inspirational