Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ସମଗ୍ର...

ସମଗ୍ର ବିଶ୍ଵରେ ଅହରହ ଘଟୁଥିବା ଅନେକ ଗୁଡିଏ ଘଟଣା ଭିତରୁ ମନୁଷ୍ୟର ଜୀବନ ମଧ୍ୟ ଏକ ଘଟଣା l ଜୀବନ, ଆଜି ଅଛି, କାଲି ହୁଏତ ନଥିବ l ତାହା ଏକ ଘଟଣା ମାତ୍ର l ସେଥିପାଇଁ ଆଦୌ ଚିନ୍ତିତ ନହେଇ ଘଟଣା ଗୁଡିକୁ ସଫଳତାର ସହ ଅତିକ୍ରମ କରିଯିବା ଉଚିତ l

By Lopamudra Mishra
 76