Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ମାନସ ପଟରେ...

ମାନସ ପଟରେ ତୁମେ ଥାଅ ବୋଲି ଆଙ୍କିଚାଲେ ତୁମ ଚିତ୍ର, ସତରେ ନ ହେଉ ସପନରେ ଥରେ ତୁମେ ମୋ ପାଖକୁ ଆସ, ମନ ଅଗଣାରେ ବସିଅଛ ଭାବି କେତେ ସମ୍ଭାଷଣ କରେ, ତନ୍ଦ୍ରା ତୁଟିଗଲେ ମନ ଝୁରି ଥାଏ ଆତ୍ମା ତ ବିଳାପ ମରେ।

By Pranati Mahapatra
 56


More oriya quote from Pranati Mahapatra
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Action