Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
ଜୀବନ ସାଗରେ...

ଜୀବନ ସାଗରେ ଆସିଥିଲ ସାଥି ଜଳ ତରଙ୍ଗଟେ ହୋଇ, ସିକତା ରାଶିରେ ତୋଳିଲ ସଉଧ ସମ୍ପର୍କର ନାମ ଦେଇ ଇନ୍ଦ୍ରଧନୁ ରଙ୍ଗେ ରଂଜାଇଲ ସଖି ସୌଧ ଆମ ସେ ସୁନ୍ଦର, ସମୟର ଢେଉ ମାଡିତ ଆସିଲା ବିସ୍ତାରି କାୟା ତାହାର ସମ୍ପର୍କ ସଉଧ ଧୂଳିସାତ କଲା ଅଚାନକେ ଚାହୁଁ ଚାହୁଁ , ଛିଡିଗଲା ସବୁ ସମ୍ପର୍କର ଡୋରି ପାଏନା ତୁମକୁ ଆଉ

By Omprakash Biswal
 152


More oriya quote from Omprakash Biswal
10 Likes   3 Comments
4 Likes   1 Comments
2 Likes   0 Comments
1 Likes   0 Comments

Similar oriya quote from Abstract