ଏଇ ନିଶ୍ୱାସ କୁ ଯୋଉଠି ବିଶ୍ୱାସ ନାହିଁ।
ସେଠି କାହାକୁ ବା କେମିତି ବିଶ୍ଵାସ ହେବ?
ସମୟଟା ଶ୍ରୋତସିନି
ଅଫେରନ୍ତା ନଈ।
ସେଇସ୍ରୋତେ ଭାସିବାଟା
ଯିଏ ଯାଏ ଶିଖି
ସେଇ ଏକା ଜୀବନକୁ
ଯାଏ ସିନା ବଞ୍ଚି।
ପ୍ରେମ ନୁହେଁ ପରିହାସ,
ପ୍ରେମ ପରା ସତ୍ୟ ଆଉ ଶାଶ୍ଵତ।
ବଞ୍ଚିବାକୁ ଜୀବନ ପ୍ରେମ ଏକା ସ୍ୱଚ୍ଛ ଦିଗନ୍ତ।
Sukh ke waqt jistarha
Dhukh kaa andaaz
Nehi hotaa.
Isitarha milan ki waqt
judayi kaa koi andaaz
Nehi hotaa.
Isiliye sukh ke waqt kavi
Hos naa khonaa
Ar milan ke waqt kavi jyada apna na banjana.
ଅଭିମାନେ ଭରା ମନର ଅଗଣା.
ଦୁଃଖ ଦେଲା ମତେ ହୃଦୟ ଲଳନା.
ଆପଣା ପରଶେ ନଥିଲା ଛଳନା.
କାହିଁକି ପ୍ରକୁତି କଲା ବାଟ ବଣା.
ଗର୍ବ ଅହଂକାର ଠାରୁ
ଶତ୍ରୁ ସମ ଶତ୍ରୁ
ମଣିଷର ଆଉ କେହି ନାହିଁ.
ମିଛ ଅହଂକାର କୁ ନିଜ ଆତ୍ମଅନୁଶୀଳନିରେ ପ୍ରଶୟ ଦେବା. ନିଜର ବଡ଼ିମାକୁ ନେଇ ଆତ୍ମ ଗର୍ବ କରୁଥିବା ମନୁଷ୍ୟରଜୀବନ ନିସଙ୍ଗ
ଅହଂକାର ଯଦି ହୁଏ
ତୁମ ହୃଦୟର ସଖି.
ତେବେ ତୁମେ ବା କାଁହୁ
ବୁଝି ପାରିବ ତୁମ
ଅଂହଙ୍କା ରେ ଥରି ଉଠେ
ଆଉ କାହା ନିସ୍ଵାର୍ଥ ସମ୍ପର୍କର ଛାତି
ଶ୍ରଦ୍ଧା ବିନା. ପ୍ରେମ ଛଳନା ନୁହେଁ ତ
ଆଉ କଣ ହେଇପାରେ .