କହି ଜାଣିଲେ କଥା ସୁନ୍ଦର ।
Share with friendsଜଣେ ବୃଦ୍ଧାଶ୍ରମ ରେ ତା ବାପା'ମା ଙ୍କୁ ଛାଡି ଆସିଲା ବେଳେ ବୁଢ଼ା ବାପ ଟା କହୁଥିଲା "ତୋତେ ପାଇବା ପାଇଁ ଦୁଇ ଟା ଝିଅ ଙ୍କୁ ହତ୍ୟା କରିଥିଲି,ସଜା ତ ମିଳିବା ଦରକାର " ସନ୍ତୋଷ ସ୍ୱାଇଁ
ଗୋଟିଏ ସ୍ତ୍ରୀଲୋକ ଯେତେ ଡରୁଆ ଏବଂ ଦୂର୍ବଳ ହୋଇଇଥାଉ ନା କାହିଁକି, ଯେତେବେଳେ ସେ ମା"ର ରୂପ ରେ ପରିବର୍ତନ ହୁଏ ସେତେବେଳେ ସେ ସାରା ଦୁନିଆ ସହ ଏକାକୀ ଲଢ଼ି ଯାଇପାରେ । Writine by_ସନ୍ତୋଷ ସ୍ୱାଇଁ