PRASANTA MALIK
Literary Captain
32
Posts
50
Followers
5
Following

NATURE LOVER

Share with friends
Earned badges
See all

तारीफ़ करना है तो सिर्फ चेहरे पर मत करो क्योंकि लोग उसी पर अच्छा करने की कोशिश करते हैं जिस पर तारीफ़ मिलता है

ଯିଏ ପ୍ରଶଂସା ପାଇବା ପାଇଁ ବ୍ୟାକୁଳ ହୁଏ ସିଏ ସବୁବେଳେ ସୁଜୋଗ ଖୋଜୁଥାଏ, ମୁଁ କାହାକୁ ନିନ୍ଦା କଲେ ପ୍ରଶଂସା ପାଇବି

***ପ୍ରତିଛବି*** କେବେ ଥରେ ଦେଖିଛକି ନିଜ ପ୍ରତିଛବି ଆଇନାରେ ଆଇନା ସତ କହେ ପରା,ହଁ ସତ ସେ ସତ କହେ ସୌନ୍ଦର୍ଯ୍ୟର,ରୂପର,ଆକାରର ଦୁନିଆ ଆଖିରେ ବି ସେ ସତ କେବେ ଥରେ ଧସାଇ ପ୍ରବେଶ କରିଛକି ସୌନ୍ଦର୍ଯ୍ୟ ତଳ ତିମିରିତ ହୃଦୟ ଭିତରକୁ ଆଶାତୀତ ମନ ଅତରକୁ ସେ କ'ଣ ଚାହେଁ ?

କେଜାଣି କାହିଁକି ସଭିଏଁ କହନ୍ତି କଥା ମୁଁ କହେନି ବେଶି କି କଥା କହିବି ଭାବୁଛ ଯେ ତୁମେ ପର ଚର୍ଚ୍ଚାରେ ଦିନ ସାରିବିକି ବସି?

ସେ ଯେତେ ଦୁଃଖ,କଷ୍ଟ ହେଉନା କାହିଁକି ତାହା ଅତୀତରେ ଚାଲିଯାଇଛି........ ତାହା ସାମ୍ନା କରି ଆସିଛୁ ବୋଲି ଗର୍ବ କରିବା କଥା କାରଣ ଏ ବର୍ତ୍ତମାନ ସବୁବେଳେ ଅତୀତ ହୋଇଯିବ ତେଣୁ ବର୍ତ୍ତମାନ କୁ ସଜାଇ ପାରିଲେ ଅତୀତର ସ୍ମୃତି ସବୁ ସୁନ୍ଦର ହୋଇଯିବେ


Feed

Library

Write

Notification
Profile