Rashmi Ranjan Sahoo
Literary Colonel
58
Posts
18
Followers
1
Following

ଗପ+କବିତା...

Share with friends
Earned badges
See all

"ମୋର ବି ଜୀବନ ଅଛି!! କିନ୍ତୁ ସେ ଜୀବନ ସ୍ଥିର..."-ଖେଳନା

ତୋ ହୃଦୟ ପଥରର କେବେ ତରଳିବାର ନାହିଁ... ମୋର କିନ୍ତୁ ବରଫ ହୃଦୟ ଭାଙ୍ଗିଯାଏ...ତରଳେ... ବାରମ୍ବାର ଋତୁ ବଦଳିଲେ....

୭୧-ଶୁଣଲଣି ବାହାରେ ଅଝଟିଆ ବର୍ଷାର ନୁପୁରର ସ୍ବର... ୬୨-ହଁ,ସେଇଠୁ କ'ଣ ହେଲା ? ୭୧-ଚାଲନା ଟିକେ ବର୍ଷାରେ ଭିଜିବା..ଅତୀତକୁ ମନେ ପକେଇବା... ୬୨-ଥାଉ.. ମୁଁ ଏବେ ଚୁଟି କଲର କରିଛି। ୭୧-😩

ତୁମେ ଜହ୍ନ.. ମୁଁ ଅଶାନ୍ତ ସାଗର... ତୁମେ ବର୍ଷା... ମୁଁ ଚାତକର ଓଠ...!!

ତୋ ଆଖିରେ ନିଆଁ ଜଳେ...ଟୋପା ଟୋପା ଲୁହରେ....

ମୁଁ ମାଟି କାହା ପାଇଁ...ତୁଚ୍ଛ ଆଉ ତୁଚ୍ଛ.. କାହା ପାଇଁ ମୃଣ୍ମୟୀ ଯୌବନ!!!

ସମୟ:ହାତ ମୁଠାରେ ଧରା ପଡ଼ୁନଥିବା କିଛିଗୋଟେ

ବୃକ୍ଷ:ଶତୃ ମିତ୍ର ବିଚାର ନକରି ନିଜର ସକଳ ଦାନ କରିଚାଲିଥିବା ଦେବତା....

ଗୀତ:ହୃଦୟର ସବୁଠୁ ଖୋଲା କଥା ମନକୁ ବାନ୍ଧିବାର ଦଉଡ଼ି... ସୁନ୍ଦରୀ ଶବ୍ଦମାନଙ୍କର ଗୋଟେ ଗହଳି।


Feed

Library

Write

Notification
Profile